ରାଜ୍ୟରେ ଘରୋଇ ହସପିଟାଲର ଦାଦାଗିରି ଥମିବାରେ ନାଁ ଧରୁନି ll ARGUS ODISHA NEWS

301 views | 10 likes
7 days ago

ରାଜ୍ୟରେ ଘରୋଇ ହସପିଟାଲର ଦାଦାଗିରି ଥମିବାରେ ନାଁ ଧରୁନି । ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ଗରିବ ଲୋକେ । ହେଲେ ଭାଙ୍ଗୁନି ରାଜ୍ୟ ସରକାରଙ୍କ ନିଦ । ସରକାରଙ୍କ ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନକୁ ଫୁ କରି ଦେଉଛନ୍ତି ଘରୋଇ ହସ୍ପିଟାଲ । ଚିକିତ୍ସା କ୍ଷେତ୍ରରେ ସରକାରୀ ସହାୟତା କଥା ଆସିଲେ ବାହାନା ବାଜି ଆରମ୍ଭ କରିଦେଉଛନ୍ତି ଘରୋଇ ହସ୍ପିଟାଲ । ରାଜଧାନୀରେ ରହିଥିବା ହାଇଟେକ୍ ହସପିଟାଲ ବିରୋଧରେ ଆସିଛି ଏପରି ସାଙ୍ଗାତିକ ଅଭିଯୋଗ #Odisha #Bhubaneswar #Hi-Tech_Hospital
About Channel:
ଦ ଅର୍ଗସ୍ ଡ଼ଟ୍ ଇନ୍ ଓଡ଼ିଶାର ସର୍ବଶ୍ରେଷ୍ଠ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ।
ଦ ଅର୍ଗସ୍ ଡ଼ଟ୍ ଇନ୍ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ରାଜନୀତି, ମନୋରଞ୍ଜନ, ଜୀବନଚର୍ଯ୍ୟା, ପ୍ରଯୁକ୍ତିବିଦ୍ୟା, ବ୍ୟବସାୟ ଓ ସ୍ୱତନ୍ତ୍ର ଖବର ଅତିଶୀଘ୍ର ଆପଣଙ୍କ ପାଖରେ ପହଞ୍ଚାଏ ।
ଅର୍ଗସ୍ ସହ ଯୋଡି ହୋଇ ରୁହନ୍ତୁ ।
theargus.in is Odisha's Best Odia Web News Channel.

theargus.in Web News Channel Covers Latest News in Politics, Entertainment, Lifestyle, Technology, Business and Special News.

Stay tuned for all the latest news in Odia:
Subscribe To Our Channel:

[external link]

Watch Live: [external link]

Official website: [external link]

Like us on Facebook: [external link]

Follow us on Twitter: [external link]
Category
News & Politics

Related News

ବନ୍ୟା ବିପଦ
4 days ago
by News18 Odia